Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା କାର : ୫ଜଣଙ୍କ ମୃତ୍ୟୁ,୩ ଆହତ

7/06/2019 at 12:03 PM

ଚିତୁର ୭/୬: ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ରେଣିଗୁଣ୍ଟା ମଣ୍ଡଳ ପାଖରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ଜଣ ଆହତ ହୋଇଛନ୍ତି। ଏକ କାର ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଭାଙ୍ଗି ଚୁରମାର ହୋଇଯାଇଛି। ଦୁର୍ଘଟଣା ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

 କାରରେ ଥିବା କେତେକ ଶ୍ରଦ୍ଧାଳୁ ତିରୁମାଳା ପର୍ବତ ସ୍ଥିତ ବାଲାଜୀ ମନ୍ଦିରକୁ ଦର୍ଶନ କରିବାପାଇଁ ଯାଉଥିଲେ। ପୋଲିସ୍ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି।

   Related Posts