ଟ୍ୟାଙ୍କରକୁ ଧକ୍କା ଦେଲା କାର ; ଜଣେ ମହିଳା ମୃତ, ୭ ଗୁରୁତର
10/06/2018 at 10:39 AM

ରାୟଗଡା ପିତାମହଲ ଓ ଜଗନ୍ନାଥପୁର ଗାଁ ମଝିରେ ଦୁର୍ଘଟଣା
ଟ୍ୟାଙ୍କରକୁ ଧକ୍କା ଦେଲା କାର
ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି
ସମସ୍ତ ଆହତଙ୍କୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି
Related Posts
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30 September 2023
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023