Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ, ୩ ଆହତ

23/01/2023 at 11:16 PM

କୁଚିଣ୍ଡା: ସୁନ୍ଦରଗଡ ସିମଡେଗାରୁ ସୋମବାର ରାତିରେ ନିର୍ବନ୍ଧ ସାରି ଫେରୁଥିବା ବେଳେ ଅଘଟଣ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା କର୍ଡାଖମନ ଡୁମେରମୁଣ୍ଡା ଛକ ନିକଟରେ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଳି ଯାଇଛି । ଘଟଣାରେ ଜଣେ ଜୀବନ୍ତଦଗ୍ଧ ହୋଇଥିବା ବେଳେ  ୩ ଆହତ ହୋଇଛନ୍ତି। ଆହତଙ୍କୁ ଗଡପୋଷ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ ଡେଟାପଡା ପରମାନପୁରର ବୋଲି ଜଣାପଡିଛି।

   Related Posts