ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ, ୩ ଆହତ

Published By : Prameya-News7 Bureau | January 23, 2023 IST

କୁଚିଣ୍ଡା: ସୁନ୍ଦରଗଡ ସିମଡେଗାରୁ ସୋମବାର ରାତିରେ ନିର୍ବନ୍ଧ ସାରି ଫେରୁଥିବା ବେଳେ ଅଘଟଣ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା କର୍ଡାଖମନ ଡୁମେରମୁଣ୍ଡା ଛକ ନିକଟରେ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଳି ଯାଇଛି । ଘଟଣାରେ ଜଣେ ଜୀବନ୍ତଦଗ୍ଧ ହୋଇଥିବା ବେଳେ  ୩ ଆହତ ହୋଇଛନ୍ତି। ଆହତଙ୍କୁ ଗଡପୋଷ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ ଡେଟାପଡା ପରମାନପୁରର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.