oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଓଲଟିଲା କାର୍ : ଅଳ୍ପକେ ବର୍ତ୍ତିଲେ ୩ଜଣ, ଜଣେ ଗୁରୁତର

2/01/2021 at 12:27 PM

ଚାନ୍ଦବାଲି ୨।୧: ନୂଆବର୍ଷ ବୁଲା ହେଲା କାଳ । ଦୁର୍ଘଟଣାଗ୍ରସ୍ତ ହେଲା କାର୍ । ଅଳ୍ପକେ ବର୍ତ୍ତିଲେ ୩ ଜଣ । ଜଣେ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଡ ଓସ୍ତିଆ ପଞ୍ଚାୟତରେ ଘଟିଛି ଏଭଳି ଦୁର୍ଘଟଣା ।

ପ୍ରଶାସନର କଟକଣାକୁ ଖାତିର ନକରି ୪ ଜଣ ଯୁବକ ମଦ୍ୟପାନ କରି କାର୍ ଚଲାଉଥିବା ବେଳେ ଦୁର୍ଘଟଣା ଘଟିଛି । ବଡ ଓସ୍ତିଆ ପଞ୍ଚାୟତରେ ଏକ ବିଦ୍ୟୁତ୍ ଖୁଣ୍ଟରେ କାରଟି ଧକ୍କା ଦେବା ଫଳରେ କାରଟି ଓଲଟି ପଡ଼ିଥିଲା । ତେବେ କାର୍ ରେ ବସିଥିବା ୩ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇ କାରଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts