କାଳ ହେଲା ଦ୍ରୁତ ଗତି, ଭାରସାମ୍ୟ ହରାଇ କାନ୍ଥରେ ପିଟିହେଲା କାର୍

Published By : Prameya-News7 Bureau | February 29, 2024 IST

କଟକ ୨୯/୦୧: କଟକ ଯୋବ୍ରା ସ୍ଥିତ ନୌ ବାଣିଜ୍ୟ ସଂଗ୍ରହାଳୟ ଗେଟ୍ ନିକଟ କାନ୍ଥରେ ପିଟିହେଲା ବେକାବୁ କାର । ବିଳମ୍ବିତ ରାତିରେ କାରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଲା । ସେହିଭଳି ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ସୂଚନା ଥାଉକି, ବିଳମ୍ୱିତ ରାତିରେ କାର୍‌ଟି ଭାରସାମ୍ୟ ହରାଇ କାନ୍ଥରେ ପିଟିହୋଇଥିଲା । ଦ୍ରୁତ ଗତିରେ ଆସୁଥିବାର କାର୍‌ଟି କାନ୍ଥରେ ପିଟିହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନି ।

you can also read...

wp:embed {"url":"https://www.prameyanews7.com/bus-and-truck-accident-in-jamankira-police-station-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bus-and-truck-accident-in-jamankira-police-station-area/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.