ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଜଳିଗଲା ଚଳନ୍ତା କାର୍ : ଅଳ୍ପକେ ରକ୍ଷା ପାଇଲେ ୪ଜଣ, ଦେଖନ୍ତୁ ଭିଡିଓ

28/10/2019 at 2:07 PM

ଭୁବନେଶ୍ବର ୨୮/୧୦: ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର୍ । ଭୁବନେଶ୍ଵର ଟଙ୍କପାଣି ରାସ୍ତାରେ ଯାଉଥିବା ଏକ କାର୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ କାର୍ ଟି ସଂପୂର୍ଣ୍ଣ ଜଳି ଯାଇଥିଲା ।

ନିଆଁ ଲାଗିବା ପରେ କାର୍ ରେ ଥିବା ଗୋଟିଏ ପରିବାରର ଦୁଇ ମହିଳାଙ୍କ ସମେତ ଚାରି ଜଣ ବାହାରକୁ ବାହାରି ଆସିଥିଲେ ଏବଂ ସେମାନେ ସୁରକ୍ଷିତ ଥିବା ଜଣା ପଡିଛି ।  ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ ପରିସ୍ଥିତିରେ କାର୍ ରେ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

   Related Posts