ଧାମନଗର୧/୧: ଗଛରେ ପିଟି ହେଲା କାର। ଏହି ଦୁର୍ଘଟଣାରେ ୪ ଗୁରୁତର। ଭଦ୍ରକ ଧାମନଗର ମୁଖ୍ୟ ରାସ୍ତାର ଗୁଆଲଡିହ ଛକ ନିକଟରେ ଏହି ଦୁର୍ଟଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଏକ ଶିରିଶ ଗଛରେ କାର ପିଟି ହୋଇଥିଲା। ପ୍ରଥମେ ଗୁରୁତରଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ୍ ମୃତୟନ ହୋଇଛନ୍ତି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...