ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସମସ୍ତେ ଆସନ୍ତୁ ଟିକା ନିଅନ୍ତୁ ଏବଂ ଚତୁର୍ଥ ଲହରରୁ ରକ୍ଷା ପାଆନ୍ତୁ : କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

14/07/2022 at 12:48 PM

ଭୁବନେଶ୍ବର : ବର୍ତ୍ତମାନ ହସ୍ପିଟାଲରେ ଟିକାକରଣ ଚାଲିଛି । ୧୮ରୁ ୫୯ ବୟସ ବର୍ଗର ଲୋକଙ୍କୁ ଦୈନିକ ୫ ଶହରୁ ୬ଶହ ଲୋକଙ୍କୁ ଟିକାକରଣ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ପୂର୍ବଭଳି ଲୋକମାନେ କରୋନାକୁ ଡରୁନାହନ୍ତି । ଟିକା ନେଲେ ଲୋକମାନେ ଗୁରୁତର ହେବେନାହିଁ । ନ ନେଇଥିଲେ ଜୀବନ ଘାତକ ହୋଇପାରେ। ସମସ୍ତେ ଆସନ୍ତୁ ଟିକା ନିଅନ୍ତୁ ଏବଂ ଚତୁର୍ଥ ଲହରରୁ ରକ୍ଷା ପାଆନ୍ତୁ।

ବର୍ତ୍ତମାନ ଚତୁର୍ଥ ଲହର ଚାଲିଛି। ବଢ଼ିଚାଲିଛି ଆଗକୁ ମଧ୍ୟ ବଢିବ। ଆଗକୁ ସତର୍କ ହେବାକୁ ପଡ଼ିବ। ଏଇଟା ହିଁ ସତର୍କ ରହିବାର ସମୟ । ଏହି ସମୟରେ ବେଶୀ ସମୟ ବୁଲାବୁଲି ନକରିବା, ଦୋକାନ ବଜାର ବେଶୀ ଥର ନଯିବା, ମାକ୍ସ ପିନ୍ଧି ବୁଲିବା ଆଦି ଗାଇଡ୍ ଲାଇନ୍ ମାନିବାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

   Related Posts