oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

କ୍ୟାନସର ରୋଗୀଙ୍କ ଯତ୍ନ ନେଇ ସମ୍‌ରେ ଆଲୋଚନାଚକ୍ର

18/08/2018 at 9:03 PM

ରେ।ଗୀଙ୍କ ଯତ୍ନନେବା ଓ ଦେଖାଶୁଣା କରିବାରେ ନର୍ସମାନଙ୍କ ଭୂମିକା ଗୁରୁତ୍ବପୂର୍ଣ । ହସପିଟାଲର ମେରୁଦଣ୍ଡ କହିଲେ ନର୍ସଙ୍କୁ ବୁଝାଇଥାଏ । ତେବେ କ୍ୟାନସର ରେ।ଗୀଙ୍କର କେମିତି ଯତ୍ନନେଇ ହେବ ସେ ନେଇ ସମ ହସପିଟାଲର କନଫରେନସ ହଲରେ ଏକ ଆଲେ।ଚନାଚକ୍ର ଅନୁଷ୍ଠିତ ହେଇଥିଲା । ସାଧାରଣତଃ କ୍ୟାନସରରେ ପୀଡ଼ିତ ରେ।ଗୀର ମାନସିକ ଅବସ୍ଥା ଠିକ ନଥାଏ,ତେଣୁ ସେମାନଙ୍କୁ କିପରି ବୁଝାଇସୁଝାଇ ଖୁଆଇବା ସେ ନେଇ ନର୍ସମାନଙ୍କୁ ପରାମର୍ଶ ଦେଇଥିଲେ ବିଶେଷଜ୍ଞ । ସେପଟେ ସୁସ୍ଥ ମଣିଷଟିଏ ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଜଙ୍କଫୁଡ଼, ତେଲ ଓ ମସଲାଯୁକ୍ତ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

   Related Posts