ଅବକାରୀ ଚଢ଼ଉ: ଏକ କିଲୋ ଗଞ୍ଜେଇ ଜବତ; ଜଣେ ଅଭିଯୁକ୍ତ ଗିରଫ
9/12/2022 at 11:46 PM

ଦେବଗଡ଼ ୦୯/୧୨: ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଗାଁରୁ ୧ କିଲୋ ୧୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ଏହା ସହିତ ଗଞ୍ଜେଇ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ ହୋଇଛି। ଅଭିଯୁକ୍ତର ପରିଚୟ ରୁପେଶ ପ୍ରଧାନ। କୁଣ୍ଢେଇଗୋଳାରେ ଗଞ୍ଜେଇ କାରବାର ଖବର ପାଇ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶରେ ଚଢ଼ଉ ହୋଇଥିଲା।

ଏହି ଚଢ଼ଉରେ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଅବକାରି ଟିମ ସାମିଲ୍ ଥିଲେ। ଏହି ଟିମ କୁଣ୍ଢେଇଗୋଳାରେ ଖାନତଲାସି କଲା ବେଳେ ଗିରଫ ରୁପେଶ ଠାରୁ ଗଞ୍ଜେଇ ଗୋଟେ କିଲୋ ଗଞ୍ଜେଇ ଜବତ କରିଥିଲା।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023