ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଭାଙ୍ଗିଲା କେନାଲ ବନ୍ଧ : ଗାଁରେ ପଶିଲା ପାଣି, ରାସ୍ତାରେ ଚାଲୁଛି ୫ଫୁଟର ପାଣି

5/10/2021 at 4:23 PM

ସାଲେପୁର ୫।୧୦: କଟକ ଜିଲ୍ଲା ସାଲେପୁର ମୁଖ୍ୟ ବଜାର ନିକଟବର୍ତ୍ତୀ ଲୁଣହାର ଗାଁ ଦେଇ ଯାଇଥିବା ୬ ମୁଖ୍ୟ କେନାଲ ବନ୍ଧ ହଠାତ ଭୁଶୁଡ଼ି ପଡିଛି । ଫଳରେ ସାଲେପୁର-କୁଆଁପାଳ ରାସ୍ତା ଉପରେ ୫ ଫୁଟ ଉପରେ ପାଣି ଚାଲିଛି । କେନାଲ କୂଳବର୍ତ୍ତୀ ଗାଁରେ ଓ ରାସ୍ତାକଡ଼ ଦୋକାନ ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି ।  

ଖବର ପାଇ ଜଳସେଚନ ବିଭାଗ ଉପର ମୁଣ୍ଡ ଗେଟ୍ ବନ୍ଦ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ତେବେ କେନାଲରେ ଅଧିକ ପାଣି ଥିବାରୁ ଚାରିଆଡ଼ ଜଳମଗ୍ନ ହୋଇ ଯାଇଥିଲା । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଓ ଜଳସେଚନ ବିଭାଗର ଖାମ ଖିଆଲି ନୀତିକୁ ଦାୟୀ କଲେ ଗ୍ରାମବାସୀ ଓ ବ୍ୟବସାୟୀ ।

   Related Posts