Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଦୁର୍ଘଟଣା କମାଇବାକୁ ପରିବହନ ବିଭାଗର ପଦକ୍ଷେପ ; ରାସ୍ତାରେ ଲାଗିବ କ୍ୟାମେରା

24/11/2018 at 3:05 PM

ଭୁବନେଶ୍ବର ୨୪|୧୧:  ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା କମାଇବାକୁ ପରିବହନ ବିଭାଗର ନୂଆ ପଦକ୍ଷେପ । ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଆରମ୍ଭ ହେବ ସ୍ପିଡ ଡିଟେକସନ ସିଷ୍ଟମ । ଗାଡିଗୁଡିକର ଗତି ଉପରେ ନଜର ରଖିବା ପାଇଁ ରାସ୍ତାରେ ଲାଗିବ ୨୫ଟି କ୍ୟାମେରା । ପ୍ରତି ଗାଡି ଗୁଡିକର ଗତି ନିୟନ୍ତ୍ରଣ ଉପରେ ନଜର ରଖିବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା ।

   Related Posts