ଦୁର୍ଘଟଣା କମାଇବାକୁ ପରିବହନ ବିଭାଗର ପଦକ୍ଷେପ ; ରାସ୍ତାରେ ଲାଗିବ କ୍ୟାମେରା

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪|୧୧:  ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା କମାଇବାକୁ ପରିବହନ ବିଭାଗର ନୂଆ ପଦକ୍ଷେପ । ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଆରମ୍ଭ ହେବ ସ୍ପିଡ ଡିଟେକସନ ସିଷ୍ଟମ । ଗାଡିଗୁଡିକର ଗତି ଉପରେ ନଜର ରଖିବା ପାଇଁ ରାସ୍ତାରେ ଲାଗିବ ୨୫ଟି କ୍ୟାମେରା । ପ୍ରତି ଗାଡି ଗୁଡିକର ଗତି ନିୟନ୍ତ୍ରଣ ଉପରେ ନଜର ରଖିବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.