ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ ; କୃଷି ଏବଂ ଜନମଙ୍ଗଳ ଅଧିକାରୀଙ୍କ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
2/11/2018 at 9:46 AM

ଭୁବନେଶ୍ବର ୨|୧୧: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ କୃଷି ଏବଂ ଜନମଙ୍ଗଳ ଅଧିକାରୀଙ୍କ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏଥି ସହିତ ସ୍ବାସ୍ଥ୍ୟ, ରାଜସ୍ବ ଓ ଖାଦ୍ୟ ଯୋଗାଣ ବିଭାଗର କେତୋଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ । କ୍ୟାବିନେଟରେ ପ୍ରାୟ ୫ରୁ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023