ରାଜ୍ୟ କ୍ୟାବିନେଟ୍ରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ, ‘ମୋ ଘର’ ଉପରେ ଲାଗିଲା ମୋହର
ଭୁବନେଶ୍ୱର ୨୯।୦୫ : ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ବୈଠକ । ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମୋହର ମରାଯାଇଛି । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ଖବର ଅନୁଯାୟୀ, ସୋମବାର ପୂର୍ବାହ୍ନ ସମୟରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ୧୮ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏହି … Continue reading ରାଜ୍ୟ କ୍ୟାବିନେଟ୍ରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ, ‘ମୋ ଘର’ ଉପରେ ଲାଗିଲା ମୋହର
Copy and paste this URL into your WordPress site to embed
Copy and paste this code into your site to embed