ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

Published By : Prameya-News7 Bureau | January 16, 2019 IST

ବଙ୍ଗୋମୁଣ୍ଡା- ସିନ୍ଧେକେରା ଥାନା ଅନ୍ତର୍ଗତ ପୁଟୁପଡ଼ା ଗାଁରେ ସଡ଼କ ଦୁର୍ଘଟଣା । ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ । ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ପୁରୁଆଭାଡ଼ି ଗାଁର ରାଜିନ ଭୋଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.