ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଅନଲାଇନ୍ ଟିକେଟ୍ କାଉଣ୍ଟରରେ କଟାଯାଉଛି ଅଫଲାଇନ୍ ଟିକେଟ୍, ବସ୍ କର୍ମଚାରୀ ସଂଘର ବିରୋଧ

2/10/2021 at 5:57 PM

ରାଉରକେଲା ୨।୧୦: ରାଉରକେଲା ଘରୋଇ ବସ୍ ମାଲିକଙ୍କ ନିଷ୍ପତ୍ତି କ୍ରମେ ରାଉରକେଲାରୁ ଦୂରଗାମୀ ବସ୍ ପାଇଁ ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ରାଉରକେଲା ବସଷ୍ଟାଣ୍ଡରେ ଅନଲାଇନ୍ ଟିକେଟ କାଉଣ୍ଟର ମଧ୍ୟ ଖୋଲାଯାଇଛି । ଫଳର ଅଫଲାଇନ୍ ଟିକେଟ କରି ପରିବାର ପ୍ରତି ପୋଷଣ କରୁଥିବା ଲୋକେ ରୋଜଗାର ହରାଇଛନ୍ତି । ଆଉ ଏବେ ସେହି ମାଲିକ ସଙ୍ଘ ଅନଲାଇନ୍ ଟିକେଟ କାଉଣ୍ଟରରେ କାଟୁଛନ୍ତି ଅଫଲାଇନ ଟିକେଟ ।  ଯାହାକୁ  ବିରୋଧ କରି ବସ୍ କର୍ମଚାରୀ ସଂଘ କହିଛି, ଲୋକଙ୍କ ପେଟକୁ ଲାତ ମାରିବା ପାଇଁ ବସ୍ ମାଲିକ ସଂଘ କରିଥିଲା ଅନଲାଇନ୍ ନାଁରେ ଟିକେଟ ବ୍ୟବସ୍ଥା । ହେଲେ ଆଜି ମାଲିକମାନେ କାଉଣ୍ଟର ଖୋଲି ଅଫଲାଇନରେ କାଟୁଛନ୍ତି ଟିକେଟ ।

   Related Posts