ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍ ; ୪ ଗୁରୁତର
27/09/2018 at 5:05 PM

ଭଞ୍ଜନଗର ୨୭/୯ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ୍ | ଭଞ୍ଜନଗର ପାଟୁଳିସାହି ନିକଟରେ ସାଇରାମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି | ବେଲଗୁଣ୍ଠାରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ବସ୍ ଟି ରାସ୍ତା କଡକୁ ଓଲଟି ପଡିଥିଲା | ଦୁର୍ଘଟଣାରେ ୪ ଜଣ ଗୁରୁତର ଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି | ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି | ବସରେ ମୋଟ ୪୫ଜଣ ଯାତ୍ରୀ ଥିଲେ |
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023