ଡିଭାଇଡରକୁ ପିଟିଲା ବସ ; ୧୭ ମୃତ
13/06/2018 at 5:22 AM

ଉତ୍ତରପ୍ରଦେଶ ମୌନପୁରୀରେ ଦୁର୍ଘଟଣା | ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ଯାତ୍ରୀବାହୀ ବସ | ୧୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଯାତ୍ରୀ ଆହତ ହୋଇଛନ୍ତି | ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |
Related Posts
ଆମେରିକାର କାଲିଫର୍ଣ୍ଣିଆ ଗୁରୁଦ୍ବାରରେ ଗୁଳିମାଡ଼; ୨ଜଣ ଗୁରୁତର
27 March 2023