ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଯାତ୍ରୀବାହି ବସ୍‌ ଓଲଟି ୧୦ ଆହତ; ଉଦ୍ଧାର କାର୍ଯ୍ୟ ଜାରି

27/01/2023 at 8:53 PM

ଭଦ୍ରକ  ୨୭/୦୧: ଓଲଟିଲା ଯାତ୍ରୀବାହୀ ବସ। ବସ୍‌ଟି ଭଦ୍ରକରୁ ମଞ୍ଜୁରୀରୋଡ ଯିବା ବେଳେ କୁଲଣାରେ ଏପରି ଦୁର୍ଘଟଣା ହୋଇଛି। ଅମ୍ରିତି ନାମକ ଏହି ଯାତ୍ରୀ ବାହି ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁସ ସ୍ଥାନୀୟ ଲୋକମାନେ ଡାକ୍ତରଖାନାକୁ ନେଇଛନ୍ତି। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ୧୦୮ ଆମ୍ୱୁଲାନ୍ସରେ ଅନ୍ୟ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଯଉଛି।  

   Related Posts