scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବସ୍‌ ଧର୍ମଘଟ ପ୍ରତ୍ୟାହୃତ, ମନ୍ତ୍ରୀଙ୍କ ସହ ବୈଠକରେ ପରେ ଘରୋଇ ବସ୍‌ ମାଲିକ ସଂଘର ଘୋଷଣା

29/11/2023 at 7:52 PM

Bus Strike

ଭୁବନେଶ୍ଵର: ତୁଟିଲା ବସ୍‌ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ। ପ୍ରତ୍ୟାହୃତ ହେଲା ବସ୍‌ ମାଲିକ ସଂଘର ଧର୍ମଘଟ ଡାକରା। ଏନେଇ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ହୋଇଥିଲା। ଆଉ ଏହି ବୈଠକ ସଫଳ ହୋଇଥିବା ନେଇ ମଧ୍ୟ କହିଥିଲେ ଖୋଦ୍ ମନ୍ତ୍ରୀ। ମନ୍ତ୍ରୀ କହିଥିଲେ ବସ୍‌ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି ଏବଂ ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି।

ସୂଚନାଥାଉକି, ପ୍ରତି ଜିଲ୍ଲାର ବ୍ଲକରେ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆସିଛନ୍ତି ଘରୋଇ ବସ୍ ମାଲିକ ସଂଘ। ସରକାର ଓଏସ୍ଆରଟିସିଠୁ ଆରମ୍ଭ କରି ‘ମୋ ବସ୍‌’ରେ କୋଟି କୋଟି ଟଙ୍କା କ୍ଷତିରେ ସହିଥିବା ଅଭିଯୋଗ ଆଣିଛନ୍ତି ବସ୍‌ ମାଲିକ ସଂଘ । ସମସ୍ୟାର ସମାଧାନ ନହେଲେ ରାଜ୍ୟବ୍ୟାପୀ ତୀବ୍ର ଆନ୍ଦୋଳନ କରାଯିବ ନେଇ ଚେତାବନୀ ଦେଇଥିଲା ସଂଘ। ଆଉ ଡିସେମ୍ବର ୧ରେ ଧର୍ମଘଟକୁ ଓହ୍ଲାଇବା ନେଇ ଚେତାବନୀ ଦେଇଥିଲା ସଂଘ।

ଆହୁରି ପଢ଼ନ୍ତୁ: ଆଲୋଚନା ସଫଳ ହୋଇଥିବା କହିଲେ ପରିବହନ ମନ୍ତ୍ରୀ, ସେପଟେ ଘରୋଇ ମାଲିକ ସଂଘର ପ୍ରତିକ୍ରିୟାକୁ ଅପେକ୍ଷା

   Related Posts