ରାଜଧାନୀରେ ସ୍ୱାଭାବିକ ହେଉଛି ବସ୍ ସେବା, ବିଭିନ୍ନ ରୁଟ୍ରେ ଗଡୁଛି ଗାଡି
17/03/2023 at 9:01 AM

ଭୁବନେଶ୍ୱର ୧୭/୦୩: ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ବସ୍ ସେବା । ଅନେକ ରୁଟ୍ରେ ଗଡିଲାଣି ବସ୍ । ଧୀରେ ଧୀରେ ଜୀବନଯାତ୍ରା ବି ସ୍ୱାଭାବିକ୍ ହେଉଛି । ଅନେକ ସ୍ଥାନରେ ଗଡ଼ିଲାଣି ଯାତ୍ରୀବାହୀ ବସ୍ ।
ତେବେ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଯାତ୍ରୀ ସେତେଟା ଆସିନଥିବା ଦେଖିବାକୁ ମିଳିଛି । ଯାହା ଜଣାପଡୁଛି ଲୋକେ ବସ୍ ଚଳାଚଳ ସ୍ୱାଭାବିକ୍ ହେଉଥିବା ଜାଣିନାହାଁନ୍ତି । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ରାଜ୍ୟରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ଆରମ୍ଭ ହେଉଛି ।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023
ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ
20 March 2023