LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବସ ଓଲଟି ୮ ମୃତ, ୧୦ରୁ ଅଧିକ ଆହତ

13/05/2018 at 8:19 AM

ହିମାଚଳ ସନାରାରେ ମର୍ମାନ୍ଦୁତା ଦୁର୍ଘଟଣା
ଘାଟିରୁ ଯାତ୍ରୀବାହୀ ବସ ଖସି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି
ଘଟଣାସ୍ଥଳରୁ ଆହତଙ୍କୁ ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି
ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
ଆହତଙ୍କ ସଙ୍କଟାପନ୍ନ ରହିଛି

Leave a Reply

   Related Posts