ବୋରିଗୁମ୍ମାରେ ଅଟୋକୁ ଧକ୍କା ଦେଲା ବସ : ୪ମୃତ, ୩ ଗୁରୁତର
18/06/2019 at 6:02 PM

ନବରଙ୍ଗପୁର ୧୮/୬ : କୋରାପୁର ଜିଲ୍ଲା ବୈପାରୀଗୁଡା ଅନ୍ତର୍ଗତ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ମଝିଆ ଛକ ନିକଟରେ ଦୁର୍ଘଟଣା ହୋଇଛି । ଏକ ଅଟୋକୁ ବସ ଧକ୍କା ଦେଇଛି । ବସ ଅଟୋକୁ ଉଭେର ଟେକ କରୁଥିବା ସମୟରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ବୋରିଗୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାମଧେନୁ ନାମକ ବସ ଉମରକୋଟରୁ ବ୍ରହ୍ମପୁର ଯାଉଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।


Related Posts
ଗଣେଶ ପୂଜାରେ ହଷ୍ଟେଲରେ ଖେଚୁଡ଼ି ଖାଇ ୧୦ ଛାତ୍ରୀ ଅସୁସ୍ଥ, ହସ୍ପିଟାଲ୍ରେ ଭର୍ତ୍ତି
21 September 2023
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ ଗେଟ୍
21 September 2023
ସୋଆ SHMର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ
21 September 2023
ଏସ୍ଆଇଏଚ୍ -୨୦୨୩ ପାଇଁ କ୍ଵାଲିଫାଏ କଲା ITERର ୧୦ଟି ହାକାଥନ୍ ଟିମ୍
21 September 2023