ସୁନ୍ଦରଗଡ଼ ୩୦।୭: ବସ୍କୁ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଫାଇନ୍ । ସୁନ୍ଦରଗଡ ପରିବହନ ବିଭାଗ ପକ୍ଷରୁ ଫାଇନ କରାଯାଇଛି । ସ୍ପେଶାଲ ଡ୍ରାଇଭ ଯାଞ୍ଚ କରାଯାଉ ଥିବା ବେଳେ ମାଡ଼ି ବସିଲା ପରିବହନ ବିଭାଗ ।
ବେଆଇନ ଭାବେ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ବେଳେ ମାଡ଼ି ବସିଲା ପରିବହନ ବିଭାଗ । ଯାଞ୍ଚ ବେଳେ ବସ୍ର କୌଣସି କାଗଜପତ୍ର, ଫିଟନେସ ନଥିଲା ।
You Can Read:
ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ଯୁତ : ଟ୍ରାକ୍ରୁ ଖସିଲା ଟ୍ରେନ୍ର ଗୋଟିଏ ବଗି