Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଯାତ୍ରୀଙ୍କୁ ଆଶ୍ୱସ୍ତି: ରାଜ୍ୟରେ କମିଲା ବସ୍‌ ଭଡ଼ା, ଜାଣନ୍ତୁ କେତେ ରହିଛି ଦାମ୍…

26/05/2022 at 2:12 PM

କଟକ ୨୬।୦୫: କମିଲା ବସ୍‌ ଭଡ଼ା । ତେଲ ଦର କମିବା ପରେ ଏବେ ବସ୍‌ ଭଡ଼ା ବି କମିଛି । ଅଡିନାରୀ ବସ୍‌ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ୍‌ ୯୬ରୁ ୯୩ ପଇସାକୁ ହ୍ରାସ ପାଇଛି ।

ସେହିପରି ଏସି ଡିଲକ୍ସ ଭଡା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଥିବା ବେଳେ ସୁପର ପ୍ରିମିୟମ୍‌ ଭଡ଼ା ୨ ଟଙ୍କା ୫୩ ପଇସାରୁ ୨.୪୪ ପଇସାକୁ ଖସିଛି । ଯାହାଦ୍ୱାରା ଗ୍ରାହକଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି । ଘରୋଇ ବସ୍‌ ମାଲିକ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।

   Related Posts