ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ୟୁପି ଫତେହପୁରରେ ବସ୍–ଟ୍ରକ୍ ଧକ୍କା, ୭ ମୃତ, ୨୫ ଯାତ୍ରୀ ଆହତ

19/06/2019 at 6:37 PM

ଫତେହପୁର ୧୯।୬:  ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାର ଚାନ୍ଦପୁର ଥାନା ବିଲାରୀ-କୌହାଁ ଟର୍ଣ୍ଣିଂରେ ବୁଧବାର ଏକ ଯାତ୍ରୀବାହୀ ସବ୍ ସହ ଟ୍ରକ୍ ଧକ୍କା ଲାଗିଛି। ଫଳରେ ୭ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୫ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । ବସ୍ ଟି ମୋଡ ବୁଲୁଥିବା ବେଳେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ କୁ ଦେଖିପାରିନଥିଲା। ଉଭୟ ଦ୍ରୁତବେଗରେ ଯାଉଥିବା ବେଳେ ମୁହାଁ ମୁହିଁ ଧକ୍କା ଲାଗିଥିବା ଅପର ପୋଲିସ ଅଧ୍ୟକ୍ଷକ ପୂଜା ଯାଦବ କହିଛନ୍ତି। ଦୁର୍ଘଟଣା ସୂଚନା ପାଇ ପୋଲିସ ପହ଼ଞ୍ଚିଥିବା ବେଳେ ଉଭୟ ବାହନର ଚାଳକ ଫେରାର ହୋଇଯାଇଛନ୍ତି। ଏବେ ପୋଲିସ ମୃତାହତ ଯାତ୍ରୀଙ୍କ ଚିହ୍ନଟ ପାଇଁ ଉଦ୍ୟମ କରୁଥିବା ଅଧିକ୍ଷକ ସୂଚନା ଦେଇଛନ୍ତି।

   Related Posts