scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର

20/07/2022 at 6:09 PM

ଧର୍ମଗଡ, ୨୦/୦୭: କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ବୁଲାଣିରେ ଦୁର୍ଘଟଣା । ବସ୍ ଓ ଟ୍ରକ୍ ମୁହାମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବସ୍‌ରେ ଥିବା ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି l ଆମପାଣି ପୋଲିସ୍ ପହଞ୍ଚି ଉଦ୍ଧାର କର୍ଯ୍ୟ ଜାରି ରଖିଛି l

   Related Posts