କେଶରୀଗୁଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

Published By : Prameya-News7 Bureau | July 02, 2022 IST

ନବରଙ୍ଗପୁର, ୦୨/୦୭: ନବରଙ୍ଗପୁର କେଶରୀଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ହାବିଲଦାର ଭଗବାନ ଭତରା । ନିଜ ଘର କୋଡ଼ିଙ୍ଗା ଥାନା ଜାଗନିଗୁଡ଼ାକୁ ଯାଉଥିବା ବେଳେ ତାଙ୍କର ଏପରି ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.