oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଜଳିପୋଡ଼ି ପାଉଁଶ ହୋଇଗଲା ଧାନକଟା ମେସିନ, ଟ୍ରାକ୍ଟର ଉପରେ ଥୁଆ ହୋଇଥିବା ବେଳେ ଲାଗିଲା ନିଆଁ

21/11/2021 at 1:45 PM

ସୁବର୍ଣ୍ଣପୁର ୨୧/୧୧: ଟ୍ରାକ୍ଟର ଉପରେ ରଖାହୋଇଥିବା ସମୟରେ ଜଳିଗଲା ଧାନକଟା ମେସିନ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗ୍ରାମକୁ ଧାନ କାଟିବା ପାଇଁ ଗତକାଲି ସନ୍ଧ୍ୟା ସମୟରେ ଉଲୁଣ୍ଡା ଥାନା ଯାଲୋଇ ଗ୍ରାମରୁ ଆସି ଟ୍ରାକ୍ଟର ଟ୍ରଲି ଉପରେ ରଖା ହୋଇଥିବା ସମୟରେ ଧାନକଟା ମେସିନ ଜଳି ଯାଇଛି । ଗତକାଲି ବିଳମ୍ବିତ ରାତିରେ କେଉଁ କାରଣରୁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ରହିଛି । ଅଗ୍ନିଶମ୍ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଛି ।

ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ଡ୍ରାଇଭର ଓ ଧାନ କଟା ମେସିନ୍ ଡ୍ରାଇଭର ଗାଡ଼ି ରଖି ୧୧ଟା ସମୟରେ ଶୋଇବାକୁ ଯାଇଥିଲେ । ରାତି ଗୋଟାଏ ସମୟରେ ମେସିନରେ ନିଆଁ ଲାଗିବା ପରେ ଦୁର୍ଗନ୍ଧ ହେବା ପରେ ଅଞ୍ଚଳବାସି ଆସି ଦେଖିବା ପରେ ଟ୍ରାକ୍ଟର ରେ ଥିବା ଧାନ କଟା ମେସିନରେ ନିଆଁ ଲାଗିଥିବା ଦେଖି ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମେସିନ୍ ଟି ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି l କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି l

   Related Posts