ବୁରାଡ଼ି ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି

Published By : Prameya-News7 Bureau | July 15, 2018 IST

ବୁରାଡ଼ି ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି ଝାରଖଣ୍ଡ ହଜାରବାଗରେ ଦେଖିବାକୁ ମିଳିଛି ଗଣଆତ୍ମହତ୍ୟା | ଗୋଟିଏ ପରିବାରର ୬ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି | ଘରର ୫ ଜଣ ସଦସ୍ୟ ରାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଜଣେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି | ତେବେ ଋଣ ବୋଝ ସହିନପାରି ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା କୁହାଯାଉଛି | ସ୍ଥାନୀୟ ପୋଲିସ ମୃତଦେହ ଗୁଡିକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.