oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଥରକରେ ବଲିୟୋନେୟର ହୋଇଗଲେ ଡେଟିଂ ଆପ୍ CEO, ହେଲେ ସ୍ୱଳ୍ପ ବୟସରେ ମହିଳା ଧନପତି

12/02/2021 at 6:47 PM

ନୂଆଦିଲ୍ଲୀ : ମହିଳା ଡେଟିଂ ଆପ୍‌ ବମ୍ବଲ ସଂସ୍ଥାପକ ହ୍ୱିଟନୀ ଓଲ୍ଫ ହର୍ଡ ସ୍ୱଳ୍ପ ବୟସରେ ମହିଳା ବିଲିୟୋନେୟର ପାଲଟିଛନ୍ତି। ହ୍ୱିଟନୀଙ୍କ ବୟସ ମାତ୍ର ୩୧ ବର୍ଷ, ତେବେ ତାଙ୍କ ବମ୍ବଲ ଇଂକ୍‌ସ ଆମେରିକାରେ ଆଇପିଓ ଆଣିବା ପରେ ସେ ଧନପତି ହୋଇଯାଇଛନ୍ତି। ଟ୍ରେଡିଂ ଡେବ୍ୟୁରେ ବମ୍ବଲ ସେୟାର ୬୭ ପ୍ରତିଶତ ବଢି ୭୨ ଡଲାର ମୂଲ୍ୟରେ ପହଞ୍ଚିଛି।

ସେୟାର ମୂଲ୍ୟ ବଢିବା ସହିତ ହ୍ୱିଟନୀଙ୍କ ଅଂଶର ଭାଲୁଏସନ ୧.୫ ବିଲିୟନ ଡଲାରରେ ପହଞ୍ଚିଛି। ହେୱିଟନୀ କେବଳ ବମ୍ବଲର ସଂସ୍ଥାପକ ନୁହନ୍ତି କମ୍ପାନୀର ସିଇଓ ମଧ୍ୟ। ଆଇପିଓ ଆଣିବା ପରେ ତାଙ୍କ ତାଙ୍କ ଡେଟିଂ ଆପ୍‌ ବିଶ୍ୱର ଦ୍ୱିତୀୟ ବୃହତ୍ତ ଆପ୍‌ରେ ପରିଣତ ହୋଇଛି। କମ୍ପାନୀରେ ହ୍ୱିଟନୀଙ୍କ ଭାଗିଦାରୀ ପ୍ରାୟ ୧୨ ପ୍ରତିଶତ। କମ୍ପାନୀକୁ ପବ୍ଲିକ୍‌ ଲିମିଟେଡ କରିବା ପରେ ହ୍ୱିଟନୀ ଏ ନେଇ ଟ୍ୱଟ୍‌ କରିଥିଲେ।

ବିଶ୍ୱର ୧.୭ ବିଲିୟନ ମହିଳା ଏହି ଡେଟିଂ ଆପ୍‌ର ଉପଯୋଗ କରୁଛନ୍ତି। ଯାହା ବ୍ୟବସାୟୀକ ଦୁନିଆରେ ବମ୍ବଲକୁ ରାସ୍ତା ଦେଖାଇଛି। ହ୍ୱିଟନୀ ୨୦୧୪ରେ ଟିଣ୍ଡର ଛାଡି ବମ୍ବଲ ସ୍ଥାପନା କରିଥିଲେ। ବମ୍ବଲର ଲିଷ୍ଟିଂ ମହିଳା ଟେକ୍‌ ଫାଉଣ୍ଡରଙ୍କ ଲାଗି ଏବେ ପ୍ରେରଣା ପାଲଟିଛି। ଫଳରେ ବମ୍ବଲ ସଂସ୍ଥାପିକା ହ୍ୱିଟନୀ ସେଲଫମେଡ ବିଲିୟୋନେୟରଙ୍କ କ୍ଲବରେ ସାମିଲ ହୋଇଛନ୍ତି।

   Related Posts