ରାସ୍ତାରେ ଜଳିଗଲା ବୁଲେଟ୍; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, ଦେଖନ୍ତୁ ଭିଡିଓ
20/01/2023 at 5:17 PM

ଭୁବନେଶ୍ୱର ୨୦/୦୧: ରାସ୍ତାରେ ଏକ ବୁଲେଟ୍ ଜଳିଯାଇଛି। ଏପରି ଦୁର୍ଘଟଣା ଭୁବନେଶ୍ୱର ସିରିପୁରରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କାହିଁକି ଏପରି ଅଗ୍ନିକାଣ୍ଡ ହେଲା ତାର କାରଣ ଅସ୍ପଷ୍ଟ ହୋଇଛି।
Related Posts
ପାରିବାରିକ କଳହର କରୁଣ ପରିଣତି, ନୁରାବତୀକୁ ମାରିଲା ଗୁଡୁ
31 January 2023