Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ରାସ୍ତାରେ ଜଳିଗଲା ବୁଲେଟ୍‌; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, ଦେଖନ୍ତୁ ଭିଡିଓ

20/01/2023 at 5:17 PM

ଭୁବନେଶ୍ୱର ୨୦/୦୧: ରାସ୍ତାରେ ଏକ ବୁଲେଟ୍‌ ଜଳିଯାଇଛି। ଏପରି ଦୁର୍ଘଟଣା ଭୁବନେଶ୍ୱର ସିରିପୁରରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କାହିଁକି ଏପରି ଅଗ୍ନିକାଣ୍ଡ ହେଲା ତାର କାରଣ ଅସ୍ପଷ୍ଟ ହୋଇଛି।

   Related Posts