ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ

Published By : Prameya-News7 Bureau | May 09, 2018 IST

ଠକେଇ ଅଭିଯୋଗରେ ବିଲଡର ପ୍ରେମାନନ୍ଦ ମହାପାତ୍ର ଗିରଫ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରେମାନନ୍ଦକୁ ଗିରଫ କରିଛି । ଭୁବନେଶ୍ବର ତମାଣ୍ଡୋରେ ଫ୍ଲାଟ ଦେବା ନାଁରେ ପ୍ରେମାନନ୍ଦ ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଗୋଲ୍ଡେନ୍ ଭିୟୁ ନାମକ ଇନଫ୍ରା ଷ୍ଟ୍ରକ୍ଚର ଲିମିଟେଡ ସଂସ୍ଥାର ମୁଖ୍ୟ ଥିଲେ ପ୍ରେମାନନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.