ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗ ଓଭରସିୟର, ୨୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | February 19, 2021 IST

ଭଞ୍ଜନଗର ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ବୁଗୁଡା ଉଦ୍ୟାନ ବିଭାଗ ଓଭରସିୟର ଉମାଚରଣ ବେହେରା । ଜଣେ ଚାଷୀଙ୍କଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଡିଏସପି ଚଢାଉ ବେଳେ କରି ତାଙ୍କୁ ଧରିଛନ୍ତି ।

{"id":411388,"sizeSlug":"large","linkDestination":"none"}

ପରିବା ଚାଷ ପାଇଁ ବୁଗୁଡା ବ୍ଲକର କରଚୁଲି, ଏବଂ ତାକରଡା ୧୩ ଜଣ ଚାଷୀଙ୍କ ତରଫରୁ ଚାଷୀ ପୂର୍ଣ୍ଣ ପାତ୍ରଙ୍କଠାରୁ ନେବାବେଳେ ଧରାପଡିଛନ୍ତି । ଭଞ୍ଜନଗର ସହକାରୀ କୃଷି ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଏବଂ ଲଣ୍ଡେଇ ସାହି ସ୍ଥିତ ବାସଭବନରେ ଡିଏସପି ଅଧିକ ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.