ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମଇଁଷି ବୋଝେଇ କଣ୍ଟେନର ଜବତ, ଜଣେ ଗିରଫ

11/12/2020 at 12:57 PM

ଚଣ୍ଡିଖୋଲ ୧୧।୧୨: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ବାରା ବେଆଇନ ଭାବେ ଚାଲାଣ ମଇଁଷି ବୋଝେଇ କଣ୍ଟେନର ଜବତ ହୋଇଛି । ଏହା ସହ ଡ୍ରାଇଭର ଗିରଫକୁ ଗିରଫ କରିଛି ପୋଲିସ ।

ଗୁରୁବାର ବିଳମ୍ବିତ ରାତିରେ ବାଲିଚନ୍ଦ୍ରପୁର ଥାନା ଅଧୀନ ମଝିପାଡା ଅଞ୍ଚଳରୁ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଏ ନେଇ ବାଲିଚନ୍ଦ୍ରପୁର ପୋଲିସ ସେଠାରେ ପହଞ୍ଚି ଗାଡି ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିଛି । ମଝିପାଡା ଅଞ୍ଚଳରୁ ବେଆଇନ ଭାବେ ମଇଁଷିକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇଥାଏ । ଫଳରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।

   Related Posts