ଶୁକ୍ରବାରଠୁ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବିଳମ୍ୱିତ ରାତିରେ ସ୍ଥାପନ ହେବ ଶୁଭ ଖୁଣ୍ଟି

Published By : Prameya-News7 Bureau | March 17, 2023 IST

ବ୍ରହ୍ମପୁର ୧୭/୦୩: ଆଜିଠୁ ଆରମ୍ଭ ହେବ ପାରମ୍ପରିକ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ଚଳିତ ବର୍ଷ ବି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ ଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ବିଳମ୍ୱିତ ରାତିରେ ଶୁଭ ଖୁଣ୍ଟି ସ୍ଥାପନା ହେବ ।

ଯାତ୍ରା ଆୟୋଜକ ତଥା ବାପା ଦେଶୀ ବେହେରା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ଏବେ ଢେଂଡୁରା ମାରି ସହରବାସୀଙ୍କୁ ଅବଗତ କରାଯିବାର ମଧ୍ୟ ପ୍ରସ୍ତୁତି କରାଯାଉଛି । ସେପଟେ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଯାତ୍ରାକୁ ଅନାଇ ରହିଛନ୍ତି ସ୍ଥାନୀୟବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.