କୃଷି ବଜେଟ୍ ୧୯ ହଜାର ୪୦୮ କୋଟି :ରାଜ୍ୟ ବଜେଟ ମୁଖ୍ୟାଂଶ- ୩
18/02/2020 at 5:44 PM

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି
ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି
ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି
କ୍ଲାଇମେଟ୍ ବଜେଟ୍ ଦସ୍ତାବିଜ୍ ପ୍ରସ୍ତୁତ କରିବ ରାଜ୍ୟ
ସାରା ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ
ନ୍ୟୁଟ୍ରିସନ୍ ବଜେଟ୍ ଦସ୍ତାବିଜ୍ ପ୍ରସ୍ତୁତ କରିବ ଓଡ଼ିଶା
ଏହା ମଧ୍ୟ ଦେଶରେ ପ୍ରଥମ
ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି
ସ୍କିଲ୍ଡ ଇନ୍ ଓଡ଼ିଶା ବିଶ୍ବ ଦକ୍ଷତା କେନ୍ଦ୍ର ପାଇଁ ୨୨୦ କୋଟି
୨୦୨୦–୨୧ରେ ଅଭିବୃଦ୍ଧି ହାର ୭ରୁ ୭.୫% ରହିବା ସମ୍ଭାବନା
କୃଷି ବଜେଟ୍ ୧୯ ହଜାର ୪୦୮ କୋଟି
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023