oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ସୋମବାରଠୁ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ…ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

13/03/2022 at 11:04 PM

ନୂଆଦିଲ୍ଲୀ, ୧୩/୦୩ :  ସୋମବାରଠୁ ଆରମ୍ଭ ହେବ ବେଜଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ପ୍ରୟାସ କରିବେ। ବେରୋଜଗାରୀ, ଇପିଏଫର ସୁଧ ହାର ହ୍ରାସ ଏବଂ ଯୁଦ୍ଧଗ୍ରସ୍ତ ଯୁକେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ସମତେ ଅନେକ ମାମଲାରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ । ବଜେଟରେ ଥିବା ପ୍ରସ୍ତାବ ଉପରେ ସଂସଦର ମଞ୍ଜୁରୀ ପାଇବା ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କଶ୍ମୀର ପାଇଁ ବଜେଟ୍ ଆଗତ କରିବା ପରେ ସରକାରଙ୍କ ଏଜେଣ୍ଡାର ଶୀର୍ଷରେ ରହିବ।

ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏପରେ ଅପରାହ୍ଣରେ ଏହା ଉପରେ ଚର୍ଚ୍ଚା ହୋଇପାରେ।ସରକାର ସମ୍ୱିଧାନ ( ଅନୁସୂତିକ ଜନଜାତି) ଆଦେଶ (ସଂଶୋଧନ) ବିଧେୟକ ଲୋକସଭାରେ ଆଗତ କରିବା ବିଚାର ଏବଂ ପାରିତ କରିବା ପାଇଁ ସୂଚୀବଦ୍ଧ କରିଛନ୍ତି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୧ରେ ଶେଷ ହୋଇଥିଲା। ତେବେ କୋଭିଡ ୧୯ ମାମଲାରେ ସୁଧାର ପରେ ଲୋକସଭା ଏବଂ ରାଜ୍ୟସଭା କାମ ସକାଳ ୧୧ଟାରୁ ଏକା ସାଙ୍ଗରେ ଆରମ୍ଭ ହୋଇପାରେ ।

   Related Posts