ବିଏସକେଓ୍ୱାଇ କାର୍ଡ ଜାଲିଆତି ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
19/01/2023 at 10:05 AM

କଟକ ୧୯/୦୧: ଵିଏସକେଓ୍ୱାଇ କାର୍ଡ ଜାଲିଆତି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସାଉଥ ପଏଣ୍ଟ ହସ୍ପିଟାଲ କାର୍ଡ ଜାଲିଆତି କରି ଟଙ୍କା ହଡପ ଅଭିଯୋଗ ହୋଇଥିଲା ।
ସାଉଥ୍ ପଏଣ୍ଟ ହସ୍ପିଟାଲର ମାଲିକଙ୍କ ସମେତ ପାଞ୍ଚ ଜଣଙ୍କ ନାଁରେ ଏତଲା ଦାୟର କଲା କ୍ରାଇମବ୍ରାଞ୍ଚ । ମାମଲାରେ ହସ୍ପିଟାଲ ମାଲିକ ଗିରଫ ହୋଇ ଜେଲରେ ଅଛନ୍ତି । ଵିଏସକେଓ୍ୱାଇ କାର୍ଡ ନଵୀକରଣ ନାଁରେ ହସ୍ପିଟାଲ ଠକୁଥିଲା ଗରିବ ଲୋକଙ୍କୁ । ବିଶେଷ କରି ଵୟାଳିଶି ମୌଜାର ସଂଖ୍ୟାଧିକ ଲୋକଙ୍କୁ ଠକିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023