AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବିଏସକେଓ୍ୱାଇ କାର୍ଡ ଜାଲିଆତି ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

19/01/2023 at 10:05 AM

କଟକ ୧୯/୦୧: ଵିଏସକେଓ୍ୱାଇ କାର୍ଡ ଜାଲିଆତି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସାଉଥ ପଏଣ୍ଟ ହସ୍ପିଟାଲ କାର୍ଡ ଜାଲିଆତି କରି ଟଙ୍କା ହଡପ ଅଭିଯୋଗ ହୋଇଥିଲା ।

ସାଉଥ୍ ପଏଣ୍ଟ ହସ୍ପିଟାଲର ମାଲିକଙ୍କ ସମେତ ପାଞ୍ଚ ଜଣଙ୍କ ନାଁରେ ଏତଲା ଦାୟର କଲା କ୍ରାଇମବ୍ରାଞ୍ଚ । ମାମଲାରେ ହସ୍ପିଟାଲ ମାଲିକ ଗିରଫ ହୋଇ ଜେଲରେ ଅଛନ୍ତି । ଵିଏସକେଓ୍ୱାଇ କାର୍ଡ ନଵୀକରଣ ନାଁରେ ହସ୍ପିଟାଲ ଠକୁଥିଲା ଗରିବ ଲୋକଙ୍କୁ । ବିଶେଷ କରି ଵୟାଳିଶି ମୌଜାର ସଂଖ୍ୟାଧିକ ଲୋକଙ୍କୁ ଠକିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

   Related Posts