Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବସ୍ତିରେ ବେଧଡକ ଚାଲିଛି ଧଳାଜହର କାରବାର, ୨୨ ଲକ୍ଷର ବ୍ରାଉନସୁଗାର ଜବତ

12/08/2022 at 2:45 PM

ଭୁବନେଶ୍ୱର ୧୨/୦୮: ରାଜଧାନୀରେ ବେଧଡକ ଚାଲିଛି ଧଳାଜହର କାରବାର । ପୋଲିସର ନାକତଳେ ଜୋରଦାର ଚାଲିଛି ବେପାର । ବାରମ୍ୱାର ଏମିତି ହେବା ପରେ ପୋଲିସ କିଛି କରିପାରନଥିବା ଯାହା ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।

ଏବେ ପୁଣିଥରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରୁ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ । ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ ମହିଳା ଜଣଙ୍କ ହେଲେ ସୁଷମା ନାୟକ ।

   Related Posts