oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ରାଜଧାନୀରୁ ଜବତ ହେଲା ୧୦୦ ଗ୍ରାମ୍ ବ୍ରାଉନସୁଗାର, ୨ ବେପାରୀ ଗିରଫ

25/11/2021 at 4:46 PM

ଭୁବନେଶ୍ବର ୨୫୧୧: ରାଜଧାନୀରେ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ । ପୋଲିସ ମିତ୍ରଙ୍କଠାରୁ ସୂଚନା ପାଇ ଭରତପୁରର ଏକ ବସ୍ତିରେ ଚଢାଉ କରିଥିଲା ପୋଲିସ । ଚଢାଉ ବେଳେ ୧୦୦ ଗ୍ରାମ ଧଳାଜହର ବିକ୍ରି କରୁଥିବା ଦୁଇ ବେପାରୀଙ୍କୁ ଗିରଫ କରିଲା ଭରତପୁର ପୋଲିସ । ଗିରଫ ଦୁଇ ଧଳାଜହର ବେପାରୀ ହେଲେ ସରୋଜ ଓ ପ୍ରଦୀପ । 

ସୂଚନାଯୋଗ୍ୟ ଯେ, ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ପୋଲିସ ମିତ୍ରଙ୍କଠାରୁ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଚଢାଉ ବେଳେ ଦୁଇ ବେପାରୀଙ୍କୁ କାବୁ କରିଥିଲା ପୋଲିସ । ଭରତପୁର ଅଞ୍ଚଳର ବିଭିନ୍ନ ବସ୍ତିରେ ଏମାନେ ଯୁବକମାନଙ୍କୁ ନିୟୋଜିତ କରିବାକୁ ଯୋଜନା କରିଥିଲେ । ହେଲେ ପୋଲିସ ମିତ୍ର ଓ ବସ୍ତି ମିତ୍ରର ଯୁବକମାନେ ଏହାକୁ ଭଣ୍ଡରୁ କରିବାକୁ ଯାଇ ପୋଲିସକୁ ଖବର ଦେଇଦେଇଥିଲେ । ତେବେ ବସ୍ତି ଚାଲ ଅଭିଯାନରେ ସକ୍ଷମ ହୋଇପାରିଛୁ ବୋଲି ଡିସିପି ସୂଚନା ଦେଇଛନ୍ତି । ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ସମୁଦାୟ ସାଢ଼େ ତିନି କିଲୋ ବ୍ରାଉନସୁଗାର ଜବତ କରିସାରିଛି ପୋଲିସ ।

   Related Posts