୬୮ଗ୍ରାମର ଧଳାଜହର ଜବତ, ଜଣେ ଗିରଫ

Published By : Prameya-News7 Bureau | December 10, 2019 IST

ଜଳେଶ୍ବର ୧୦।୧୨: ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାଜପୁର ବସ୍ତିରୁ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ରାଜପୁର ବସ୍ତରୁ ୬୮ଗ୍ରାମର ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୭ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.