ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ ୪ ଗିରଫ

8/02/2023 at 1:35 PM

ଖୋର୍ଦ୍ଧା ୦୮/୦୨: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସର ତୋଟାପଡା ଛକରେ ଚଢାଉ । ୫୬୦ ଗ୍ରାମର ବ୍ରାଉନସୁଗାର ଜବତ । ଜଣେ ମହିଳାଙ୍କ ସମେତ ୪ ଗିରଫ । ତେବେ ଗୋଟିଏ ଅଟୋ ମଧ୍ୟ ଜବତ ହୋଇଛି ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ଟଙ୍କା । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଖୋର୍ଦ୍ଧା ଏସ୍ପି । ଗିରଫ ବ୍ରାଉନସୁଗାର ବେପାରୀ ସଦର ଥାନା ରାମଚଣ୍ଡି ଅଞ୍ଚଳର ସୁଷମା ମଲ୍ଲିକ, ଶିବ ମଲ୍ଲିକ, ଜୟପ୍ରକାଶ ମଲ୍ଲିକ, ନୟାଗଡ ଜିଲ୍ଲା ରଣପୁର ମହତପଲ୍ଲା ଗ୍ରାମର ପ୍ରତାପ ମହାପାତ୍ର ।

   Related Posts