ବରୁଣେଇ ରୋଡ ନିକଟରୁ ୫୧ ଗ୍ରାମ ବ୍ରାଉନ୍ସୁଗାର ସହ କାର ଜବତ, ସ୍ୱାମୀ-ସ୍ତ୍ରୀ ଗିରଫ
3/12/2022 at 9:26 PM

ଖୋର୍ଦ୍ଧା, ୦୩/୧୨: ଖୋର୍ଦ୍ଧା ବରୁଣେଇ ରୋଡ ନିକଟରେ ଚାଲିଥିଲା ବ୍ରାଉନ୍ସୁଗାର କାରବାର । ଏନେଇ ଖବର ପାଇ ଆଦର୍ଶ ଥାନା ପୋଲିସ ଚଢାଉ କରିଥିବା ଜଣାପଡ଼ିଛି । ୫୧ ଗ୍ରାମର ବ୍ରାଉନସୁଗାର ସହ ଏକ କାର ଏବଂ ନଗଦ ୧୧ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଅଭିଯୁକ୍ତ ଖୋର୍ଦ୍ଧା ମଠ ସାହି ଅଞ୍ଚଳର ସ୍ବାମୀ ଓ ସ୍ତ୍ରୀ ଗିରଫ ହୋଇଥିବା ସୂଚନା ମିଳିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023