ବ୍ରାଉନ ସୁଗର ଜବତ
6/06/2018 at 5:03 AM

ଜଗତସିଂହପୁର କୁଜଙ୍ଗ ଥାନା ଷଣ୍ଢପୁର ଗାଁରେ ବ୍ରାଉନ ସୁଗର ଜବତ । ବ୍ୟବସାୟୀ ଷଣ୍ଢପୁର ଗାଁର ଧର୍ମେନ୍ଦ୍ର ପରିଡାଙ୍କ ଘରୁ ୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଜିଲ୍ଲା ଅବକାରୀ ପୋଲିସ ଓ କୁଜଙ୍ଗ ପୋଲିସ ମିଳିତ ଭାବେ ଚଢ଼ାଉ କରି ବ୍ରାଉନ ସୁଗର ଜବତ କରିଛି । ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ । ବ୍ୟବସାୟୀ ଧର୍ମେନ୍ଦ୍ର ପରିଡାକୁ ଗିରଫ କରିଛି ପେ।ଲିସ । ଧର୍ମେନ୍ଦ୍ର ବାହାର ରାଜ୍ୟରୁ ବ୍ରାଉନ ସୁଗର ଆଣି ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ପେ।ଲିସ କହିଛି ।
Related Posts
ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
24 March 2023
ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
24 March 2023
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023