ଧଳା ଜହର କାରବାରର ପର୍ଦ୍ଦାଫାଶ : ୧୦ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

Published By : Prameya-News7 Bureau | October 26, 2021 IST

କାମାକ୍ଷାନଗର ୨୬।୧୦: କାମାକ୍ଷାନଗରରେ ପୁଣି ଧଳା ଜହର କାରବାରର ପର୍ଦ୍ଦାଫାଶ । ୧୦ ଗ୍ରାମ ବ୍ରାଉନସୁଗାର ସହ ଜଣକୁ ଉଠାଇନେଲା ଢେଙ୍କାନାଳ ଅବକାରୀ ସ୍ପେଶାଲ ସ୍କ୍ବାଡ୍ । ଗିରଫ ବେପାରୀ ଜଣକ ହେଲେ କାମାକ୍ଷାନଗର ଗୋଡିସାହିର ଦେବେନ୍ଦ୍ର ପାତ୍ର ।

{"id":533323,"width":753,"height":377,"sizeSlug":"full","linkDestination":"none"}

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ବୋଲି ସୂଚନା ମିଳିଛି । ତେବେ ଏହି କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ଛାନଭିନ୍ ଜାରି ରଖିଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.