ଭୁବନେଶ୍ବରରୁ ୬୦ଗ୍ରାମ୍ ବ୍ରାଉନସୁଗାର ଜବତ ; ଜଣେ ଗିରଫ
25/01/2019 at 1:19 PM

ଭୁବନେଶ୍ବର ୨୫|୧: ପୁଣି ଭୁବନେଶ୍ବରରୁ ଜବତ ହୋଇଛି ବ୍ରାଉନସୁଗାର । ପଟିଆ ବିଗ୍ ବଜାର ଅଞ୍ଚଳରୁ ୬୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି । ଗିରଫ ଯୁବକ ଜଗତସିଂହପୁରର ବିଶ୍ବଜିତ ସ୍ବାଇଁ । ବ୍ରାଉନସୁଗାର କାରବାର କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି ଯୁବକ ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023