ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ; ୧୯୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ସ୍ପେଶାଲ ସ୍କ୍ବାର୍ଡ, ୨ ଜଣ ଗିରଫ

16/11/2018 at 1:10 PM

ଭୁବନେଶ୍ବର ୧୬|୧୧: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ସ୍ଥିତ ସାଲିଆ ସାହିରୁ ମିଳିଛି ବ୍ରାଉନସୁଗାର । ୧୯୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କିଛି ଦିନ ହେବ ଏଭଳି ବାରମ୍ବାର ରାଜଧାନୀରୁ ବ୍ରାଉନସୁଗାର ଜବତ ହେଉଛି ।

   Related Posts