vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବରଗଡରେ ଜମିବାଡି ବିବାଦକୁ ନେଇ ୪ ବର୍ଷ ଭାଇକୁ ହତ୍ୟା କଲା ଭାଇ

3/10/2018 at 10:32 AM

ବରଗଡ ୩|୧୦: ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉରାଖଣ୍ଡା ଗାଁରେ ଅଭାବନୀୟ ଘଟିଛି । କୁନି ଭାଇକୁ କୂଅରେ ଠେଲି ହତ୍ୟା କରିଛି ଭାଇ । ଜମିବାଡି ବିବାଦକୁ କେନ୍ଦ୍ର କରି ଦାଦାପୁଅ ଭାଇକୁ ମାରିଦେଲା ବଡବାପା ପୁଅ ଭାଇ । ମୃତକ ୪ ବର୍ଷର ଶିଶୁ ସୁଦେବ ଦାସ । ହତ୍ୟାକାରୀ ନାବାଳକ ଭାଇ ଗୁରୁଦେବ ଦାସକୁ ଗିରଫ କରିଛି ପୋଲିସ । ମାଆ ପୁଅ ଜିଉଁତିଆ ପୂଜା କରିବାକୁ ଯାଇଥିବା ବେଳେ କୂଅକୁ ଠେଲି ମାରିଦେଇଥିବା ଅଭିଯୋଗ ହୋଇଛି ।

   Related Posts