ବରଗଡରେ ଜମିବାଡି ବିବାଦକୁ ନେଇ ୪ ବର୍ଷ ଭାଇକୁ ହତ୍ୟା କଲା ଭାଇ
3/10/2018 at 10:32 AM

ବରଗଡ ୩|୧୦: ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉରାଖଣ୍ଡା ଗାଁରେ ଅଭାବନୀୟ ଘଟିଛି । କୁନି ଭାଇକୁ କୂଅରେ ଠେଲି ହତ୍ୟା କରିଛି ଭାଇ । ଜମିବାଡି ବିବାଦକୁ କେନ୍ଦ୍ର କରି ଦାଦାପୁଅ ଭାଇକୁ ମାରିଦେଲା ବଡବାପା ପୁଅ ଭାଇ । ମୃତକ ୪ ବର୍ଷର ଶିଶୁ ସୁଦେବ ଦାସ । ହତ୍ୟାକାରୀ ନାବାଳକ ଭାଇ ଗୁରୁଦେବ ଦାସକୁ ଗିରଫ କରିଛି ପୋଲିସ । ମାଆ ପୁଅ ଜିଉଁତିଆ ପୂଜା କରିବାକୁ ଯାଇଥିବା ବେଳେ କୂଅକୁ ଠେଲି ମାରିଦେଇଥିବା ଅଭିଯୋଗ ହୋଇଛି ।
Related Posts
ଗାଧେଇବା ବେଳେ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
5 July 2022