ଭାଇବୋହୂକୁ ଗୋଡାଇ ଗୋଡାଇ ପିଟିଲେ ଦେଢ଼ଶୂର, ଜମିଜମା ବିବାଦରୁ ଆକ୍ରମଣ

ଚାନ୍ଦବାଲି ୩୧।୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନାନ୍ଦପୁର ଗାଁରେ ଜମିଜମା ବିବାଦର ଉଗ୍ର ରୂପ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ନାନ୍ଦପୁର ଗାଁର ବୁଧିରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ ତାଙ୍କ ପୁଅ ସୁଶାନ୍ତ ବେହେରା ଆକ୍ରମଣ କରିଛନ୍ତି । ଲୁହା ରଡ଼ ଓ ବାଡ଼ି ସାହାଯ୍ୟରେ ଗାଁ ରାସ୍ତାରେ ଗୋଡାଇ ଗୋଡାଇ ଉଭୟ ଆରତୀଙ୍କୁ ଆକ୍ରମଣ କରିଛନ୍ତି । ଗ୍ରାମବାସୀଙ୍କ ସହାୟତାରେ … Continue reading ଭାଇବୋହୂକୁ ଗୋଡାଇ ଗୋଡାଇ ପିଟିଲେ ଦେଢ଼ଶୂର, ଜମିଜମା ବିବାଦରୁ ଆକ୍ରମଣ